ଜୟପୁର : ଜୟପୁର ପୌରପାଳିକା ପକ୍ଷରୁ ଟ୍ରାଫିକ ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ମିଡିଲ ଡିଭାଇଡର ଲାଇଟ୍ ଖମ୍ବରେ ରଂଗବେରଂଗର ଲିଚୁ ଲାଇଟ୍ ଲଗାଯାଇଛି। ଗତ ତିନି ଦିନ ହେବ ଏହି ଲାଇଟ୍ ଲଗାଯାଉଥିବା ବେଳେ ଆଜି ଏହା ସଂପୁର୍ଣ୍ଣ ହୋଇଛି। ସହରର ସୌନ୍ଦର୍ଯ୍ୟକରଣ କରିବା ପ୍ରକ୍ରିୟାରେ ଏହା ଅଂଶ ବିଶେଷ ବୋଲି କହିଛନ୍ତି ଉପଜିଲ୍ଲାପାଳ ହେମକାନ୍ତ ସୟ।
/sambad/media/post_attachments/wp-content/uploads/2021/04/jpr-lichu-1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-lichu-2.jpg)