ଲକ୍‌ଡାଉନ୍ ମୁଖ୍ୟାଂଶ

କ’ଣ ଖୋଲା ରହିବ?
ଟିକାକରଣ ଓ ଟେଷ୍ଟିଂ କେନ୍ଦ୍ର
ବ୍ୟାଙ୍କିଙ୍ଗ୍‌, ଏଟିଏମ୍‌ ସେବା
ହୋଟେଲ୍‌, ରେସ୍ତୋଁରା‌ରୁ ପାର୍ସଲ୍‌ ଯାଇପାରିବ
ରାଜ୍ୟ ଭିତରେ ଓ ବାହାରେ ଆମ୍ବୁଲାନ୍ସ ସେବା
ଖାଦ୍ୟ, ରାସନ୍ ସାମଗ୍ରୀକୁ ଅନ୍‌ଲାଇନ୍ ଓ ହୋମ୍‌ ଡେଲିଭରି
ସମସ୍ତ ଔଷଧ ଦୋକାନ
ସକାଳ ୬ରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ
ଗ୍ୟାରେଜ୍ ଓ ଗାଡ଼ି ମରାମତି ଦୋକାନ ‌
ହସ୍ପିଟାଲ୍‌, କ୍ଲିନିକ୍, ନର୍ସିଂହୋମ୍, ଟେଲି ମେଡିସିନ୍
ପେଟ୍ରୋଲ୍‌ ପମ୍ପ
ବିଦ୍ୟୁତ, ଜଳ‌ଯୋଗାଣ, ପରିମ, ଟେଲିଫୋନ୍, ଡିଟିଏଚ୍‌, ଗ୍ୟାସ୍‌ ସେବା
ମାଲ୍‌ ପରିବହନ ସେବା
ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ
କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ
ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ
ଜରୁରୀକାଳୀନ ସେବ‌ା ସମ୍ପର୍କିତ କାର୍ଯ୍ୟ
ନିର୍ମାଣ ସାମଗ୍ରୀ ଦୋକାନ
ଶିକ୍ଷା ସଂକ୍ରାନ୍ତୀୟ ବହି ଦୋକାନ
ସକାଳ ୫ଟାରୁ ୮ ଯାଏ ଖବରକାଗଜ ବିତରଣ

କ’ଣ ବନ୍ଦ ରହିବ?
ଯାତ୍ରୀବାହୀ ବସ୍‌ ଚଳାଚଳ
ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍‌
ଅଟୋରିକ୍ସା, ଟ୍ୟାକ୍ସି, କ୍ୟାବ୍‌ ଚଳାଚଳ
ସିନେମା ହଲ୍‌, ମଲ୍‌ଟି ଜିମ୍, ସୁଇମିଂ ପୁଲ୍‌
ପାର୍କ, ବାର୍‌, ସ୍ପା, ସେଲୁନ୍, ବ୍ୟୁଟି ପାର୍ଲର୍‌
ସାପ୍ତାହିକ ଓ ଦୈନିକ ହାଟ
ସାମାଜିକ, ରା‌ଜନୈତିକ, ଧାର୍ମିକ ସମାବେଶ
ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ
ସମସ୍ତ ଧର୍ମାନୁଷ୍ଠାନ (କେବଳ ନୀତିକାନ୍ତି ଚାଲିବ)
ପ୍ରଦର୍ଶନୀ, ମେଳା, ସମ୍ମିଳନୀ

ସମ୍ବନ୍ଧିତ ଖବର