ଲୋକସଭା ନିର୍ବାଚନ

ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ। ୧୭ତମ ଲୋକସଭା ପାଇଁ ଭୋଟଗ୍ରହଣ ହେବ। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହି ନିର୍ବାଚନ ହିଁ ଦମ୍ଭ ଓ ଗୌରବ। ଏବେ ଗୋଟିଏ ପଟେ ଚଳିତ ନିର୍ବାଚନ ପାଇଁ ଉତ୍ସାହ, ଉଦ୍ଦୀପନା ଓ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ବିଗତ ନିର୍ବାଚନର ଦୃଶ୍ୟପଟକୁ ନେଇ ଉତ୍ସୁକତା ଉଙ୍କି ମାରୁଛି। ଏହାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା…।

ସମ୍ବନ୍ଧିତ ଖବର