ଢେଙ୍କାନାଳ: ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟସ୍ଥ ହନୁମାନଙ୍କ ମନ୍ଦିର ହୁଣ୍ଡି ତାଡ଼ି ଦୁବୃର୍ତ୍ତମାନେ ସେଥିରେ ଥିବା ପ୍ରାୟ ୩୦୦୦ଟଙ୍କା ଲୁଟି ନେଇଛନ୍ତି। ମନ୍ଦିର ପଛ ପଟେ ଥିବା ଷ୍ଟୋର ରୁମର ତାଲା ତାଡ଼ି ଥିଲେ ମଧ୍ୟ ସେଥିରୁ ଚୋରି ହୋଇନଥିବା ଜଣାଯାଇଛି। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ହନୁମାନଙ୍କ ମନ୍ଦିର ହୁଣ୍ଡି ତାଡ଼ି ୩୦୦୦ଟଙ୍କା ଲୁଟିନେଲେ ଦୁବୃର୍ତ୍ତ
/sambad/media/post_attachments/wp-content/uploads/2020/12/t-52.jpg)