ବନ୍ଧୁକ ଦେଖାଇ ଗହଣା ଲୁଟିଲେ ୪ ଦୁର୍ବୃତ୍ତ

ଜଗତସିଂହପୁର: ତିର୍ତ୍ତୋଲ ଥାନା ପୁଟିଙ୍ଗୀ ନିକଟରେ ଶନିବାର ରାତି ବନ୍ଧୁକରେ ଆକ୍ରମଣକରି ୪ ଦୁର୍ବୃତ୍ତ ଗହଣା ଲୁଟ କରିଛନ୍ତି । ଭୁବନେଶ୍ୱରରୁ କାର୍‌ରେ ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି କାର୍‌ ଚାଳକ। ୪ ଜଣ ଦୁର୍ବୃତ୍ତ ବାଇକରେ ଆସି କାରକୁ ଅଟକାଇ ବନ୍ଧୁକରେ ଆକ୍ରମଣ କରି ଲୁଟିଛନ୍ତି ।

ସମ୍ବନ୍ଧିତ ଖବର