ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତରକାଠରେ ବାନ୍ତି ଯୋଗୁ ଆଜି ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି।ଆଜି ରାତି ପ୍ରାୟ ୮ଟାରେ ଭିତରକାଠରେ ମହାପ୍ରଭୁଙ୍କ ଦର୍ଶନ ସମୟରେ ଜଣେ ଶିଶୁ ବାନ୍ତି କରି ଦେଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଅଶୌଚ ଯୋଗୁ ଭକ୍ତଙ୍କୁ ଖାଲି କରାଯାଇ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିଲା। ରାତି ୯ଟା ପରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର