ପୁରୀ: ଆଜି ନିର୍ଦ୍ଧାରିତ ସମୟ ଆଗରୁ ପହଣ୍ଡି ବିଜେ ଆରମ୍ଭ ହୋଇଛି। ପ୍ରଥମେ ସୁଦର୍ଶନଙ୍କୁ ବିଜେ କରାଗଲା । ତାପରେ ରଥାରୂଢ ହେଲେ ମା ସୁଭଦ୍ରା । । ପରେ ବଡ଼ଠାକୁର ବଳଭଦ୍ରଙ୍କର ପହଣ୍ଡି କରାଯାଇଥିଲା । ପରେ ମା ସୁଭଦ୍ରା ରଥରେ ବିଜେ କରିଛନ୍ତି। କିଛି ସମୟ ପରେ ରଥରେ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ। ଏବେ ଚାଲିଛି ମହାବାହୁଙ୍କର ଧାଡ଼ି ପହଣ୍ଡି।
ଆଜି ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ। ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhkfhkfhkhkhk.jpg)