ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମୌଲବୀ(ଦଶମ), ମାହିର(ଯୁକ୍ତ୨), ଆଲିମ୍(ଯୁକ୍ତ୩) ଓ ଫାଜିଲ୍(ଏମ୍ଏ)ପରୀକ୍ଷା ଫଳ ଆସନ୍ତା କାଲି(ଶନିବାର) ପ୍ରକାଶ ପାଇବ। ଭୁବନେଶ୍ବର ୟୁନିଟ୍ ୯ସ୍ଥିତ ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରାଯିବ। ପୁସ୍ତିକା ଉନ୍ମୋଚନ ହେବା ପରେ ପରୀକ୍ଷାର୍ଥୀମାନେ ‘www.odishamadarasaboard.org.in’ ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ବୋଲି ପରିଷଦର ସମ୍ପାଦକ ଅବ୍ଦୁଲ୍ ଜବାର ଖାଁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
ଆଜି ପ୍ରକାଶ ପାଇବ ମାଦ୍ରସା ପରୀକ୍ଷା ଫଳ
/sambad/media/post_attachments/wp-content/uploads/2019/06/madras-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)