ପୁରୀ : ମହାବିଷୁବ ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଛି ମହାବୀରଙ୍କ ପୀଠ। ସାଂସ୍କୃତିକ ଜୀବନକୁ ନିୟନ୍ତ୍ରଣ କରୁଥିବା ପାଞ୍ଜି ଚଳନ ଆଜିଠୁ ଆରମ୍ଭ ହୋଇଛି। ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ସୂର୍ଯ୍ୟ ମଧ୍ୟ ଭାଗକୁ ଆସିଛନ୍ତି। ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ଅତିପ୍ରିୟ ତୁଳସୀ ଗଛ ମୂଳେ ପଣା ସମର୍ପିତ ହୋଇଛି। ଜଳବାୟୁରେ ପରିବfdf'ନ ତଥା ପ୍ରଖର ଉଷ୍ମତା ଅନୁଭବ ହୋଇଛି। ସିଂହଦ୍ବାରକୁ ଫୁଲରେ ସୁସଜ୍ଜିତ କରାଯାଇଛି। ସିଂହଦ୍ବାର ସମ୍ମୁଖରେ ଓଡ଼ିଆ ନୂଆବର୍ଷ ପରିପ୍ରେକ୍ଷୀରେ ଦୀପ ପ୍ରଜ୍ବଳନ କରାଯାଇଛି।
ପାଳିତ ହେଲା ମହାବିଷୁବ ସଂକ୍ରାନ୍ତି
/sambad/media/post_attachments/wp-content/uploads/2023/04/p15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)