ପାଳିତ ହେଲା ମହାବିଷୁବ ସଂକ୍ରାନ୍ତି

ପାଳିତ ହେଲା ମହାବିଷୁବ ସଂକ୍ରାନ୍ତି

ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଥିବା ମା’ ଲକ୍ଷ୍ମୀଙ୍କ ମାଜଣା କରାଯାଉଛି

ପୁରୀ : ମହାବିଷୁବ ସଂକ୍ରାନ୍ତି‌ ଅବସରରେ ଚଳଚଞ୍ଚଳ ହୋଇଛି ମହାବୀରଙ୍କ ପୀଠ। ସାଂସ୍କୃତିକ ଜୀବନକୁ ନିୟନ୍ତ୍ରଣ କରୁଥିବା ପାଞ୍ଜି ଚଳନ ଆଜିଠୁ ଆରମ୍ଭ ହୋଇଛି। ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ସୂର୍ଯ୍ୟ ମଧ୍ୟ ଭାଗକୁ ଆସିଛନ୍ତି। ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ଅତିପ୍ରିୟ ତୁଳସୀ ଗଛ ମୂଳେ ପଣା ସମର୍ପିତ ହୋଇଛି। ଜଳବାୟୁରେ ପରିବfdf'ନ ତଥା ପ୍ରଖର ଉଷ୍ମତା ଅନୁଭବ ହୋଇଛି। ସିଂହଦ୍ବାରକୁ ଫୁଲରେ ସୁସଜ୍ଜିତ କରାଯାଇଛି। ସିଂହଦ୍ବାର ସମ୍ମୁଖରେ ଓଡ଼ିଆ ନୂଆବର୍ଷ ପରିପ୍ରେକ୍ଷୀରେ ଦୀପ ପ୍ରଜ୍ବଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe