ପୁଣିଥରେ ଜେଲ ଗଲେ ମହିମା ମିଶ୍ର

କୁଜଙ୍ଗ : ଶିଳ୍ପପତି ମହିମା ମିଶ୍ରଙ୍କୁ ପୁଣିଥରେ ଜେଲ୍‌ ଯିବାକୁ ପଡିଛି। ସିେଓ୍ଵଜ୍‌ କମ୍ପାନି ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ମହିମା ମିଶ୍ର। କିନ୍ତୁ ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଯିବା ପରେ ଆଜି ସେ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ସେଠାରୁ କୁଜଙ୍ଗ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର