ଯାଜପୁର: ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ରାଧାନଗର ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡରେ ୫ ବଖରା ଘର ଜଳିଯାଇଛି।
ଏହି ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଜତି, ବାଇଧର ଜତି ଓ ବାଜ ଜତିଙ୍କର ୫ବଖରା ଘର ପୋଡ଼ି ଯାଇଛି। ଏମାନେ ତିନି ଭାଇ ବୋଲି ଜଣାଯାଇଛି।ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ବହୁ କସରତ କରିବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/13-29-750x430-1.jpg)