ମାଲକାନଗିରି: ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବୋ ଥାନା ଅଞ୍ଚଳରୁ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଓ ବିଏସଏଫର ମିଳିତ ଅପରେସନ୍ ସମୟରେ ମୁକୁଡ଼ିପଲ୍ଲୀ, ବେଇଜିଂ, ଜଂପଲୁରୁ, ପାରଲୁବନ୍ଧା ଓ ଗୁରାସେତୁ ନିକଟରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।
ଏହାଛଡ଼ା ଗୋଟିଏ ଦେଶୀ ରିଭଲଭର୍, ଇଲେକ୍ଟ୍ରୋନିକ୍ ଡିଟୋନେଟର୍ ଓ କିଛି ମାଓ ପତ୍ରିକା ବି ଉଦ୍ଧାର ହୋଇଥିବାର ଖବର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/malk-4.jpg)