ଓଡି଼ଶାରେ ଦିଦି । ଭୁବନେଶ୍ୱରରେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ସମୟ ତଳେ ଭୁବନେଶ୍ୱରରେ ପହଁଚିଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ସେ ପୁରୀ ଯାଇଛନ୍ତି । ପୁରୀରେ ମମତାଙ୍କ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ମମତା ବାନାର୍ଜୀ । ସେଠାରେ ସେ ସିଧାସଳଖ ପୁରୀ ଯାଇଥିବା ସୂଚନା ମିଳିଛି ।
ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରୁ ସିଧା ପୁରୀ ଗଲେ ମମତା
/sambad/media/post_attachments/wp-content/uploads/2020/02/fhd4hf7h8fh5f4h65f4h59fshfshsfhh.jpg)