ଧର୍ମଶାଳା : ପାଟପୁର ଗ୍ରାମର ଲକ୍ଷ୍ମୀଧର ମଳିକଙ୍କ ପତ୍ନୀ ଶଶୀ ଦେଇ (୭୦)ଙ୍କର ଗତକାଲି ରାତିରେ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ରାତିରେ ଶୋଇଥିବାବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା।
ଘର ଲୋକ ଜାଣିବା ପରେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ଯାଜପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/snake_bite_actors_indian_actors_props_death_by_snake_1525933504_800x420.jpg)