ଅନୁଗୁଳ:ଯୁବକଙ୍କୁ ହାତୀ ଦଳି ଦେଲା

ଅନୁଗୁଳ: ଗତକାଲି ରାତିରେ ଚାଷଜମିରେ ପାଚିଲା ଧାନ ଜଗିଥିବା ବେଳେ ହାତୀ ପଲ ଆସି ଜଣେ ଯୁବକକୁ ଶୁଣ୍ଢରେ କଚାଡ଼ି ମାରି ଦେଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ବରପଦର ଗ୍ରାମର ସୁଶୀଲ କୁମାର ଦେହୁରି(୨୮ ବର୍ଷ)। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର