ରାଉରକେଲା: ମୃତ୍ୟୁ ବି ଏମିତି ଆସେ! ମା ତାରିଣୀଙ୍କୁ ପୂଜା କରୁଥିବା ବେଳେ ଟଳିପଡ଼ିଲେ ଜଣେ ଅବସରପ୍ରାପ୍ତ ଆରଏସପି କର୍ମଚାରୀ। ମୃତକ ଜଣକ ହେଲେ ଛେଣ୍ଡ କଲୋନିର କୈଳାସ ଚନ୍ଦ୍ର ମଲ୍ଲିକ(୫୮) । ଆଜି ସକାଳ ପ୍ରାୟ ସାଢେ ଆଠଟା ବେଳେ ଏମିତି ଅଭାବନୀୟ ଘଟଣା ଘଟିଛି ସେକ୍ଟର-୧୯ ମୁଣ୍ଡା ମାର୍କେଟ ପରିସରରେ ଥିବା ମା ତାରିଣୀ ମନ୍ଦିର ହୁଣ୍ଡି ନିକଟରେ ।
ସ୍ଥାନୀୟ ବ୍ୟବସାୟୀ ଏ ସଂକ୍ରାନ୍ତରେ ସେକ୍ଟର-୧୯ ଥାନାକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତ୍ୟୁ ଏମିତି ବି ଆସେ: ପୂଜା କରୁଥିବା ବେଳେ ଟଳିପଡ଼ିଲେ ଅବସରପ୍ରାପ୍ତ ଆରଏସପି କର୍ମଚାରୀ
/sambad/media/post_attachments/wp-content/uploads/2021/03/Old-Man-Dies_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)