ପୂର୍ବ ଶତ୍ରୁତାକୁ ନେଇ ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳି ଦେଲେ ଦୁର୍ବୃତ୍ତ

ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା କଦଳିମୁଣ୍ଡା ଗ୍ରାମରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । ନିଆଁକୁ ସଠିକ ସମୟରେ ଆୟତ୍ତ କରାନଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଏଭଳି ଅମାନବୀୟ କ‌ାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାଁ ରାଜକିଶୋର ପ୍ରଧାନ ହୋଇଥିବା ବେଳେ ଘଟଣା ସ୍ଥଳରେ ହଣ୍ଡପା ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର