ଗାଡ଼ି ଯାଞ୍ଚ କରୁଥିବା ପୁଲିସ ଠାରୁ ମାଡ଼ ଖାଇ ଯୁବକଙ୍କ ହାତ ଭାଙ୍ଗିଲା

ଦଶପଲ୍ଲା: ରବିବାର ରାତି ପ୍ରାୟ ୮ଟା ବେଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପିଙ୍କିଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିବା ପୁଲିସ ଠାରୁ ମାଡ଼ ଖାଇ ଜଣେ ଯୁବକଙ୍କର ହାତ ଭାଙ୍ଗିଯାଇଛି।

ଆହତ ଯୁବକ ହେଉଛନ୍ତି ଖମାର ସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଉଡ଼ା ଗ୍ରାମ ନିବାସୀ ଜିତେନ୍ଦ୍ର ନାୟକ।

ଏ ସଂକ୍ରାନ୍ତରେ ଶ୍ରୀ ନାୟକ ଆଜି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର