ମାଓନେତା ସବ୍ୟସାଚୀ କୋର୍ଟରେ ହାଜର

ଭଂଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବଡ଼ଗଡ଼ ଥାନାର ବିଭିନ୍ନ ମାଓ ମାମଲାରେ ଅଭିଯୁକ୍ତ ମାଓନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ଶୁକ୍ରମାର କଡ଼ା ସୁରକ୍ଷା ବଳୟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସହକାରୀ ସେସନସ୍‌ ଜଜ୍‌ ବିଧାନ କୁମାର ଚାନ୍ଦଙ୍କ କୋର୍ଟରେ ଉପସ୍ଥିତ କରାଯାଇଥିଲା। ତାଙ୍କ ନାଁରେ ହୋଇଥିବା ମାମଲା ଏସଟି ୩୬/୧୬ ଓ ୭୯/୧୬ର ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର