ମାଓନେତା ସବ୍ୟସାଚୀ ଭଞ୍ଜନଗର କୋର୍ଟରେ ହାଜର

ଭଞ୍ଜନଗର : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି କଡା ସୁରକ୍ଷା ବଳୟରେ ବ୍ରଭଞ୍ଜନଗର ଅତିରିକ୍ତ ଜିଲ୍ଲା ‌ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି। ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମହଲତ ସା’ଙ୍କ ଉପସ୍ଥିତିରେ ଢ଼େଙ୍କାନାଳ ଅତିରିକ୍ତ ଏସପି ବିଜୟ କୁମାର କମାଲା ସାକ୍ଷ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର