ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେରମଞ୍ଜି ଠାରେ ବଂଶଧାରା ଘୁମସର ନାଗାବଳି ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି। ପେରମଞ୍ଜି ସ୍କୁଲ ସମ୍ମୁଖ ଏକ ଗଛରେ ଏହି ପୋଷ୍ଟର ଲଗା ଯାଇଛି। ଏଥିରେ ବାତ୍ୟା ‘ଫନି’ରେ ମୃତକଙ୍କ ପରିବାରକୁ ସରକାର ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘର ପାଇଁ ସାଢେ ୨ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି। ଥୁଆମୂଳ ରାମପୁର ପୁଲିସ ପୋଷ୍ଟରକୁ ଜବତ କରିଛି।
ପେରମଞ୍ଜିରେ ମାଓ ପୋଷ୍ଟର : ଫନି ମୃତ୍ୟୁ ପାଇଁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
/sambad/media/post_attachments/wp-content/uploads/2019/05/naxal-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)