କୋରାପୁଟ: କୋରାପୁଟ ପୁଲିସ, ଏସଓଜି ଓ ଡିଭିଏଫକୁ ମିଳିଛି ବଡ଼ ସଫଳତା। କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଓ ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଥାନା ଅନ୍ତର୍ଗତ ହଁନୁମାଲ, ସିଂଧୁପୁଟ, ଅଂଡେଇ ପଦର, ଅନ୍ଦ୍ରହଲ, ଉଡୁଲିପଦର ଆଦି ଅଞ୍ଚଳର ବହୁ ମାଓ ସମର୍ଥକ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
/sambad/media/post_attachments/wp-content/uploads/2022/09/68a6d69d-5907-49bb-aa1d-a2976a2e9efe.jpg)
କୋରାପୁଟ ପୁଲିସ, ଏସଓଜି ଓ ଡିଭିଏଫ ପକ୍ଷରୁ ଗତ ୨୦ ତାରିଖରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଏକ ନକ୍ସଲ ଅପରସେନ କରାଯାଇଥିଲା। ଏହି ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଏଥିରେ ୭୦ ହଜାର ଟଙ୍କା, ୧୭ ମିଟର ତାର, ୩୧ଟି ଜିଲଟିଂ ଷ୍ଟିକ, ୧୧ଟି ଡେଟୋନେଟର, ଏକ ତାର ବଣ୍ଡଲ, ୨ଟି ଟିଫିନ୍ ବୋମା, ଗୋଟିଏ ପ୍ରେସର କୁକର ବୋମା, ଗୋଟିଏ ଟେଷ୍ଟଙ୍ଗି ପିନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/12edce40-a28e-403f-ab4b-d73515d32471.jpg)