ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ କଳାହାଣ୍ଡି ପୁଲିସ, ଏସ୍ଓଜି ଓ ଡିଭିଏଫ ଟିମ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। ଏହି ଅପରେସନ ସମୟରେ କାଳେଶୁର ନିକଟରେ ଏକ ମାଓ କ୍ୟାମ୍ପ ପୁଲିସ ଠାବ କରାଯାଇଥିବା ବେଳେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି।
ଛତ୍ରଭଙ୍ଗ ଦେଲେ ମାଓବାଦୀ
/sambad/media/post_attachments/wp-content/uploads/2022/08/Mkg-naxal-encounter-2.jpg)