ଭଂଜନଗର : ବଡଗଡ, ସୋରଡା, ତାରସିଂ ଆଦି ଥାନା ଅଂଚଳରେ ହୋଇଥିବା ବିଭିନ୍ନ ମାଓ ମାମଲାର ଅଭିଯୁକ୍ତ ସବ୍ୟସାଚୀ ପଣ୍ଡାଙ୍କର ଆଜି ୫ଟି ମାମଲାର ସାକ୍ଷ୍ୟ ଗ୍ରହଣ ଥିଲା। ତେବେ ଆଜିକୁ ୪ ଦିନ ଧରି କରି ସେ ଜେଲ୍ରେ ଅନଶନ କରୁଥିବା ଯୋଗୁଁ ଅସୁସ୍ଥତା ହେତୁ ତାଙ୍କୁ ଆଜି ପୁଲିସ କୋର୍ଟରେ ଉପସ୍ଥିତ କରାଇ ପାରି ନଥିଲା।
ଜେଲ୍ରେ ସବ୍ୟସାଚୀଙ୍କ ଅନଶନ, ଅସୁସ୍ଥ ଯୋଗୁଁ କୋର୍ଟରେ ଅନୁପସ୍ଥିତ
/sambad/media/post_attachments/wp-content/uploads/2018/07/sabya.jpg)