କନ୍ଧମାଳରେ ପୁଣି ମାତିଲେ ମାଓବାଦୀ: ଘରୁ ଡାକି ଯୁବକକୁ ହତ୍ୟା

ଫୁଲବାଣୀ: କନ୍ଧମାଳରେ ପୁଣି ମାତିଛନ୍ତି ମାଓବାଦୀ। ଘରୁ ଡାକି ଜଣେ ଯୁବକକୁ ହତ୍ୟା କରିଛନ୍ତି ମାଓବାଦୀ।କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଲଙ୍କାଗଡ଼ ପଞ୍ଚାୟତର ଗୁମ ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ଜଣକ ହେଲେ କପିଳ ମାଝୀ।

ସମ୍ବନ୍ଧିତ ଖବର