ମାଓବାଦୀଙ୍କ ଅଡିଓ ଟେପ୍ ଜାରି

ନୂଆପଡ଼ା : ପଡୋଶୀ ଛତିଶଗଡ଼ ରାଜ୍ୟରେ ବିଧାନ ସଭା ନିର୍ବାଚନକୁ ବିରୋଧ କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସ˚ଗଠନର ମହାସମୁନ୍ଦ ଏରିଆ କମିଟି ତରଫରୁ ଅଡିଓ ଟେପ ଜରି ହୋଇଛି। ରମଣ ସି˚ ସରକାର ଶାସନ କାଳରେ ସାମ୍ରାଜ୍ୟବାଦୀ, ପୁ˚ଜିପତି, ସମ୍ଭ୍ରାନ୍ତଦାବୀ ରାଜ୍ୟବାସୀଙ୍କୁ ଲୁଟ୍ କରୁଛନ୍ତି। ଗତ ନିର୍ବାଚନରେ ଲୋକଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପାଳନ କରିନାହାନ୍ତି। ଏହାର ପ୍ରତିବାଦରେ ଛତିଶଗଡ଼ର ଡକୋଶଲା ନିର୍ବାଚନ ମଣ୍ତଳୀରେ ବିଧାନସଭା ନିର୍ବାଚନକୁ ବନ୍ଦ କରିବାକୁ ମାଓ ସ˚ଗଠନ ତରଫରୁ ଦାବି କରିଛିନ୍ତି।

ସମ୍ବନ୍ଧିତ ଖବର