କୋଣାର୍କ : କୋଣାର୍କ-ପୁରୀ ପୁରୁଣା ବେଳାମାର୍ଗ ପାର୍ଶ୍ବସ୍ଥ ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମିରେ ଚଳିତ ମାସ ୧୪ ତାରିଖରୁ ଆୟୋଜିତ ହେବ ପ୍ରଥମ ବେଳାମାର୍ଗ ଇକୋ ରିଟ୍ରିଟ୍ ଉତ୍ସବ ୨୦୧୯। ଡିସେମ୍ବର ୧୪ ତାରିଖରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବର ଅବଧିକୁ ବୃଦ୍ଧି କରାଯାଇଛି। ଏହି ଉତ୍ସବ ଜାନୁଆରି ୩୧ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଆଜି ଉତ୍ସବର ପ୍ରସ୍ତୁତି ତଦାରଖରେ ଆସିଥିବା ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି।
ବଢ଼ିଲା ଇକୋ ରିଟ୍ରିଟ୍ ଉତ୍ସବର ସମୟସୀମା
/sambad/media/post_attachments/wp-content/uploads/2019/12/konark-Eco-re-treat-prastuti-tadarakha.jpg1-bk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)