ଜମିର ବଜାର ଦର ବଢ଼ିବ ନାହିଁ

ଭୁବନେଶ୍ବର : ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ସ୍ଥାବର ସମ୍ପତ୍ତିର ବଜାର ଦର ବଢ଼ିବ ନାହିଁ। ୨୦୨୦-୨୧ ପାଇଁ ଯେଉଁ ଦର ଧାର୍ଯ୍ୟ କରାଯାଇଥିଲା, ସେହି ଦର ଅପରିବର୍ତ୍ତିତ ରହିବ। କୋଭିଡ୍‌ ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗର ସ୍ବତନ୍ତ୍ର ସଚିବ ଆଜି ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର