ଵିଵାହିତା ମହିଳାଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼ : ତଳସରା ଥାନା ସେମଲଵେଡା ଗାଁର ଜଣେ ଵିଵାହିତା ମହିଳା ଵେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତାଙ୍କ ନାମ ପିଙ୍କି କଅଁର। ସେ ସେମଲଵେଡାର ସୁଶାନ୍ତ ସିଂଙ୍କୁ ଵିବାହ କରିଥିଲେ। ଵାପ ଘର ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଭୋଇପାଲି ଵୋଲି ସୂଚନା ମିଳିଛି। ସେ କେଉଁଥିପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ। ତଳସରା ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର