ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ମାତା ଲୋଭାବତୀ ପରିଡ଼ାଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି।  
ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

Advertisment

ସେ ପୁରୀ ଜିଲ୍ଲାର ନୂଆହାଟ ସ୍ଥିତ ନିଭାରଣା ଗାଁରେ ବାସ କରୁଥିଲେ।  ଗୁରୁବାର ତାଙ୍କର ଦେହାନ୍ତ ହୋଇଛି । 

ଅଧିକ ପଢ଼ନ୍ତୁ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର

ମା’ଙ୍କର ମୃତ୍ୟୁ ଖବର ଶୁଣି ତାଙ୍କର ଶେଷ ଦର୍ଶନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିଛନ୍ତି । ତାଙ୍କର ମୃତ୍ୟୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

ଅଧିକ ପଢ଼ନ୍ତୁ: ସୈଫ ଅଲ୍ଲୀ ଖାନଙ୍କୁ ବାସଭବନରେ ଛୁରାମାଡ଼, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି