ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୬.୧୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏ-୧ (୯୦%ରୁ ଊର୍ଦ୍ଧ୍ବ) ଗ୍ରେଡ୍ରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୧୫୮। ତେବେ, ଏହି କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୮୦ରୁ ଊର୍ଦ୍ଧ୍ବ ନମ୍ବର ରଖି କେତେଜଣ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ସେମାନେ ହେଉଛନ୍ତି...
ମାଟ୍ରିକ ପରୀକ୍ଷା ଫଳ: ଶୀର୍ଷରେ ଥିବା ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2023/05/ex1.jpg)