ଭୁବନେଶ୍ବର: ଫେବ୍ରୁଆରି ୨୬ ତାରିଖ ବୁଧବାର ପାଳିତ ହେବାକୁଥିବା ମହାଶିବରାତ୍ରି ପୂର୍ବରୁ ମେୟର ସୁଲୋଚନା ଦାସ ଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କରିଛନ୍ତି।
ମେୟର ମନ୍ଦିରର ସ୍ଵଛତା, ପରିମଳ ସାଜସଜ୍ଜା ଓ ଆଲୋକୀକରଣ ବୁଲି ଦେଖିଛନ୍ତି। ସମସ୍ତ ବ୍ୟବସ୍ଥାର ସେ ସମୀକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ: ଖଣିରେ ମାଟି ଅତଡା ଧସିଲା: ୩ ଶ୍ରମିକ ଗୁରୁତର
ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଛାଉଣୀ ସହ ଫ୍ୟାନ୍ର ବ୍ୟବସ୍ଥା କରାଯାଇଛି।
ଏହାସହ ଶିବରାତ୍ରିରେ ବିଏମ୍ସିର ସମସ୍ତ ଅଧିକାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଡିଜିଟାଲ ଆରେଷ୍ଟ୍ର ଶିକାର: ୧୪ ଲକ୍ଷ ଠକିନେଲେ ଠକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/25/fhAcLyKOiXb28hMGD4XQ.jpeg)