ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ବଲାଙ୍ଗୀର ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ବଲାଙ୍ଗୀର ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା:୨୧ ବିଜେଡି:୧୬ ବିଜେପି:୧ କଂଗ୍ରେସ:୪ ଅନ୍ୟାନ୍ୟ:୦)
ଲିକା ସାହୁ, ବିଜେଡି ୨୬୦୯୧,   ମିଳନୀ ସାହୁ, କଂଗ୍ରେସ ୧୧୬୫୯,   ସବିତା ବାର୍ଲା, ବିଜେପି ୭୧୧୬

୨ ଟିଟିଲାଗଡ଼ ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା:୧୫ ବିଜେଡି:୧୦ ବିଜେପି:୫ କଂଗ୍ରେସ:୦ ଅନ୍ୟାନ୍ୟ: ୦)
ମମତା ଦେବୀ ଜୈନ, ବିଜେପି ୯୩୮୯,   ସୁକାନ୍ତି ପାଢ଼ୀ, ବିଜେଡି ୫୬୪୬,   କମଳିନୀ ସରାଫ, କଂଗ୍ରେସ ୬୫୮

୩ ପାଟଣାଗଡ଼ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା:୧୫ ବିଜେଡି: ୧୪ ବିଜେପି: ୦ କଂଗ୍ରେସ:୦ ଅନ୍ୟାନ୍ୟ:୧ )
ମାନସୀ ବିଶ୍ବାଳ,  ବିଜେଡି ୬୬୩୭,   ବୁଡୁ ଶବର, ବିଜେପି ୩୫୭୧,   ନୀଳମଣି ଭୋଇ, କଂଗ୍ରେସ ୧୦୭୦

୪ କଣ୍ଟାବାଞ୍ଜି ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା:୧୬ ବିଜେଡି:୫ ବିଜେପି:୧ କଂଗ୍ରେସ: ୧୦ ଅନ୍ୟାନ୍ୟ:୦ )
ବରିୟାମ ସିଂହ ସାଲୁଜା, କଂଗ୍ରେସ ୫୪୫୦,   ବିନୟ ଭୂଷଣ ବିଭାର, ବିଜେଡି ୪୬୫୨,  ବେଦବ୍ୟାସ ନାଗ, ବିଜେପି ୨୧୫୧

୫ ତୁଷୁରା ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୧ ବିଜେଡି:୭ ବିଜେପି:୪ କଂଗ୍ରେସ:୦ ଅନ୍ୟାନ୍ୟ:୦ )
ଅଜୟ ଜୟଶ୍ବାଳ, ବିଜେଡି ୩୬୫୧,    ରୁନୁଗୋପାଳ ସାହୁ, ବଜେପି ୨୮୨୫,  ଅମରେଶ କେଡ଼ିଆ,  କଂଗ୍ରେସ ୧୫୭

ସମ୍ବନ୍ଧିତ ଖବର