ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ବାଲେଶ୍ୱର ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ବାଲେଶ୍ବର ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୩୧ ବିଜେଡି: ୧୮ ବିଜେପି: ୯ କଂଗ୍ରେସ: ୦ ସ୍ବାଧୀନ: ୪)
ସବିତା ସାହୁ, ବିଜେଡି ୨୯୪୬୨, ରଶ୍ମିରେଖା ଦେବ, ବିଜେପି ୨୫୭୦୭, ଚିତ୍ରାରାଣୀ ପାତ୍ର, ସ୍ବାଧୀନ ୨୬୫୬

୨ ଜଳେଶ୍ବର ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୧୭ ବିଜେଡି: ୧୨ ବିଜେପି: ୪ କଂଗ୍ରେସ: ୧ ଅନ୍ୟାନ୍ୟ: ୦)
ପ୍ରତୀପ କୁମାର ପ୍ରଧାନ, ବିଜେଡି ୭୮୯୯, ପ୍ରବୀର କୁମାର ପ୍ରଧାନ, ବିଜେପି ୫୭୭୦, ଅବଦୁଲ ରିଆଜ ଖାଁ, କଂଗ୍ରେସ ୨୧୩୬

୩ ସୋର ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୧୯ ବିଜେଡି: ୪ ବିଜେପି: ୧୨ କଂଗ୍ରେସ: ୩ ଅନ୍ୟାନ୍ୟ: ୦)
ମାଧବ ଧଡ଼ା, ବିଜେପି ୧୧୨୫୯, ଅବିନାଶ ପାତ୍ର, ବିଜେଡି ୭୪୨୨,  ସନ୍ଦୀପ ସେଠୀ, କଂଗ୍ରେସ ୧୪୯୦

୪ ନୀଳଗିରି ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୩ ବିଜେଡି: ୮ ବିଜେପି: ୩ କଂଗ୍ରେସ: ୧ ସ୍ବାଧୀନ: ୧)
ଅମ୍ବିକା ଦାସ, ବିଜେଡି ୫୧୫୭, ଅର୍ଚ୍ଚନା ସେଠୀ, ବିଜେପି ୫୧୨୨, ଛବିରାଣୀ ସେଠୀ, କଂଗ୍ରେସ ୫୫୩

୫ ରେମୁଣା ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୩ ବିଜେଡି: ୧୦ ବିଜେପି: ୩ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ତନୁଜା ଗିରି, ବିଜେଡି ୧୧୯୪୦, ହେମଲତା ସେଠୀ, ବିଜେପି ୮୨୨୬, ସବିତା ନାୟକ, ସ୍ବାଧୀନ ୧୩୫୧

ସମ୍ବନ୍ଧିତ ଖବର