ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ବରଗଡ଼ ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ବରଗଡ଼ ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୯ ବିଜେଡି: ୧୮ ବିଜେପି: ୦୧ କଂଗ୍ରେସ: ୦୦ ଅନ୍ୟାନ୍ୟ: ୦୦)
କଳ୍ପନା ମାଝୀ, ବିଜେଡି ୨୧୩୦୨,   ଅନୁରାଧା ଅଗ୍ରୱାଲ, ବିଜେପି ୧୪୮୬୦,   ତପସ୍ବିନୀ ବେହେରା, କଂଗ୍ରେସ ୨୦୨୧

୨ ବରପାଲି ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୧ ବିଜେଡି: ୧୦ ବିଜେପି: ୦୦ କଂଗ୍ରେସ: ୦୧ ଅନ୍ୟାନ୍ୟ: ୦୦)
ଦିନେଶ ଗହୀର, ସ୍ବାଧୀନ ୬୦୦୦,   ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଜେଡି ୪୪୨୭,  ଅଜିତ୍‌ ଦାସ, ବିଜେପି ୭୪୩

୩ ପଦ୍ମପୁର ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୧ ବିଜେଡି: ୦୭ ବିଜେପି: ୦୪ କଂଗ୍ରେସ: ୦୦ ଅନ୍ୟାନ୍ୟ: ୦୦)
ସାବିତ୍ରୀ ବାଗ, ବିଜେଡି ୪୭୩୭,   ରଞ୍ଜୁ ସେଠ୍‌, ବିଜେପି ୪୦୭୫,   ଉପମା ଗୁର୍ଲା, ସ୍ବାଧୀନ ୧୯୩

୪ ବିଜେପୁର ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୧ ବିଜେଡି: ୦୬ ବିଜେପି: ୦୩ କଂଗ୍ରେସ: ୦୦ ଅନ୍ୟାନ୍ୟ: ୦୨)
ସୀତା ବାରିକ, ବିଜେଡି ୩୮୧୬,   ପଦ୍ମାବତୀ ଦେହେରୀ, ବିଜେପି ୩୧୭୫,   ସବିତା ଛୁରା, କଂଗ୍ରେସ ୯୮

ସମ୍ବନ୍ଧିତ ଖବର