ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: କଟକ ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ କଟକ ମହାନଗର ନିଗମ (ମୋଟ ୱାର୍ଡ ସଂଖ୍ୟା: ୫୯, ବିଜେଡି: ୩୮, ବିଜେପି: ୭, କଂଗ୍ରେସ: ୮, ଅନ୍ୟାନ୍ୟ: ୬)
ସୁବାସ ସିଂହ, ବିଜେଡି,    ଗିରିବାଳା ବେହେରା,  କଂଗ୍ରେସ,   ଶ୍ରୀତମ ଦାସ, ବିଜେପି

୨ ଚୌଦ୍ବାର ପୌରାଞ୍ଚଳ (ମୋଟ ୱାର୍ଡ ସଂଖ୍ୟା: ୧୯, ବିଜେଡି: ୧୩, ବିଜେପି: ୧, କଂଗ୍ରେସ: ୧, ଅନ୍ୟାନ୍ୟ: ୪)
ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ବିଜେଡ଼ି ୧୧୯୦୫,   ପୁଷ୍ପଲତା ପରିଡ଼ା, ସ୍ବାଧୀନ ୬୫୭୮,   ଦେବସ୍ମିତା ନାୟକ, ବିଜେପି ୪୦୭୯

୩ ଆଠଗଡ଼ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୮, ବିଜେଡି: ୧୬, ବିଜେପି: ୦, କଂଗ୍ରେସ: ୧, ଅନ୍ୟାନ୍ୟ: ୧)
ସସ୍ମିତା ରାଉତ, ବିଜେଡି ୫୫୧୩,   ଇଲା ପଣ୍ଡା, ବିଜେପି ୪୧୩୬,   ଅରୁପମା ଭକ୍ତା, କଂଗ୍ରେସ ୭୯୪

୪ ବାଙ୍କୀ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୭ ବିଜେଡି: ୧୧, ବିଜେପି: ୦, କଂଗ୍ରେସ: ୬, ଅନ୍ୟାନ୍ୟ: ୦
ମାଣିକ ସାହୁ, ବିଜେଡି ୫୩୩୯,   ସୁଷମା ମହାପାତ୍ର, କଂଗ୍ରେସ ୪୬୫୦,  ମନୋରମା ସାମନ୍ତରାୟ, ବ‌ିଜେପି ୮୬୬

୫ ଜଗତସିଂହପୁର ପୌରାଞ୍ଚଳ (ମୋଟ ୱାର୍ଡ ସଂଖ୍ୟା: ୨୧, ବିଜେଡି: ୯, ବିଜେପି: ୨, କଂଗ୍ରେସ: ୭, ଅନ୍ୟାନ୍ୟ: ୩)
ଅର୍ଚ୍ଚନା ସିଂହ, କଂଗ୍ରେସ ୯୪୬୮,   ରାଜଶ୍ରୀ ମହାପାତ୍ର, ବିଜେଡି ୯୨୪୮,  ଶ୍ରୀମତୀ ପଙ୍କଜିନୀ, ବିଜେପି ୧୪୪୭

୬ ପାରାଦୀପ ପୌରାଞ୍ଚଳ (ମୋଟ ୱାର୍ଡ ସଂଖ୍ୟା: ୧୯, ବିଜେଡି: ୭, ବିଜେପି: ୩, କଂଗ୍ରେସ: ୧, ଅନ୍ୟାନ୍ୟ: ୮)
ବସନ୍ତ ବିଶ୍ବାଳ, ବିଜେଡି ୧୪୯୩୮,   ଦେବବ୍ରତ ସାହୁ, ସ୍ବାଧୀନ ୬୧୭୮,   ଗୌତମ କୁମାର ନାୟକ, ବିଜେପି ୪୫୧୬

୭ କେନ୍ଦ୍ରାପଡ଼ା ପୌରାଞ୍ଚଳ (ମୋଟ ୱାର୍ଡ ସଂଖ୍ୟା: ୨୧, ବିଜେଡି: ୧୧, ବିଜେପି: ୧, କଂଗ୍ରେସ: ୫, ଅନ୍ୟାନ୍ୟ: ୪)
ସରିତା ସାହୁ, ବ‌ିଜେଡି ୧୮୨୫୨,   ମୀନାକ୍ଷୀ ଦାସ, ବିଜେପି ୪୪୯୪,   ଲକ୍ଷ୍ମୀପ୍ରିୟା ବାରିକ, କଂଗ୍ରେସ ୩୭୮୦

୮ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ (ମୋଟ ୱାର୍ଡ ସଂଖ୍ୟା: ୨୦, ବିଜେଡି: ୧୪, ବିଜେପି: ୩, କଂଗ୍ରେସ: ୨, (ଗୋଟିଏ ୱାର୍ଡରେ ଭୋଟ୍‌ ହୋଇନି)
ହେମନ୍ତ ସାହୁ, ବିଜେଡି ୧୦୪୮୯,   ଅବିନାଶ ଲେଙ୍କା, କଂଗ୍ରେସ ୮୪୯୮,   ଶଶିକାନ୍ତ ସ୍ବାଇଁ, ବିଜେପି ୨୯୨୭

ସମ୍ବନ୍ଧିତ ଖବର