ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ଢେଙ୍କାନାଳ ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ‌ଢେଙ୍କାନାଳ ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୨୩ ବିଜେଡି: ୧୩ ବିଜେପି: ୦୯ କଂଗ୍ରେସ: ୦ ଅନ୍ୟାନ୍ୟ: ୧)
ଜୟନ୍ତୀ ପାତ୍ର, ବିଜେପି ୧୬୮୬୪,   ଅନିମା ନାୟକ, ବିଜେଡି ୧୨୭୧୯,   ସ୍ମିତାରାଣୀ ସାମଲ, କଂଗ୍ରେସ ୭୩୭

୨ କାମାକ୍ଷାନଗର ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୫ ବିଜେଡି: ୧୪ ବିଜେପି: ୦ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ଧର୍ମାନନ୍ଦ ପରିଡ଼ା, ବିଜେଡି ୮୨୫୬,   ରଣଜିତ ସାହୁ, ବିଜେପି ୧୭୯୩,   ଅଭିମନ୍ୟୁ ନାୟକ, ସ୍ବାଧୀନ ୩୦୧

୩ ଭୁବନ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୫ ବିଜେଡି: ୦୮ ବିଜେପି: ୦୭ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ଶୁଭେନ୍ଦୁ ସାହୁ, ବିଜେଡି ୭୭୭୮,   ନରହରି ସାହୁ, ବିଜେପି ୫୮୭୪,   ଶିବରାମ ସାହୁ, ସିପିଆଇ ୩୬୨

ସମ୍ବନ୍ଧିତ ଖବର