ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ଯାଜପୁର ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ଯାଜପୁର ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୮ ବିଜେଡି:୧୮ ବିଜେପି: ୦ କଂଗ୍ରେସ:୦ ଅନ୍ୟାନ୍ୟ:୦
ରଂଜୁଲତା ହୋତା, ବିଜେଡି ୧୮୬୯୬,  ଜ୍ୟୋତିର୍ମୟୀ ଦ୍ବିବେଦୀ, ବିଜେପି  ୨୪୯୩,  ପ୍ରିୟଦର୍ଶିନୀ ସାମନ୍ତ, କଂଗ୍ରେସ ୨୨୧୬

୨ ବ୍ୟାସନଗର ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା:୨୬ ବିଜେଡି: ୧୫ ବିଜେପି:୩ କଂଗ୍ରେସ:୫ ଅନ୍ୟାନ୍ୟ: ୩)
ସଙ୍ଗୀତା ପିଙ୍ଗୁଆ,  ବିଜେଡି ୧୫୭୨୦,   ସୁମିତ୍ରା ଜାମୁଦା, ବିଜେପି ୪୧୯୪,  ମଞ୍ଜୁଲଛମନ ବାନରା, କଂଗ୍ରେସ ୫୯୮୭

ସମ୍ବନ୍ଧିତ ଖବର