ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ଝାରସୁଗୁଡ଼ା ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ଝାରସୁଗୁଡ଼ା ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୨୪ ବିଜେଡି: ୨୧ ବିଜେପି: ୩ କଂଗ୍ରେସ: ୦ ଅନ୍ୟାନ୍ୟ:୦ )
ରାଣୀ ହାତୀ, ବିଜେଡି ୨୬୭୨୯,   ତ୍ରିନାଥ ଗୁଆଲ, ବିଜେପି ୨୦୫୬୭,   ଅ‌‌ଲେଖ କୁମାର ବାରଭାୟା, କଂଗ୍ରେସ ୧୭୧୮

୨ ବ୍ରଜରାଜନଗର ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା:୨୩ ବିଜେଡି: ୨୦ ବିଜେପି: ୨ କଂଗ୍ରେସ:୦ ଅନ୍ୟାନ୍ୟ:୧ )
ଯାଜ୍ଞସେନୀ ଓରାମ, ବିଜେଡି ୨୩୦୮୫,   ରୀତାରାଣୀ ଧରୁଆ, ବିଜେପି ୧୩୧୦୩,   ଶାନ୍ତିଲତା ମାଝୀ, କଂଗ୍ରେସ ୧୪୭୯

୨ ବେଲପାହାଡ଼ ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୯ ବିଜେଡି:୧୪ ବିଜେପି: ୩ କଂଗ୍ରେସ:୨ ଅନ୍ୟାନ୍ୟ:୦ )
ନିମାଇଁ ଚରଣ ପଣ୍ଡା, କଂଗ୍ରେସ ୯୨୬୭,   ହିତେଶ ଠକ୍କର, ବିଜେଡି ୬୧୫୭,   ତପନକାନ୍ତ ଜେନା, ବିଜେପି ୩୪୭୩

ସମ୍ବନ୍ଧିତ ଖବର