ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: କେନ୍ଦୁଝର ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ କେନ୍ଦୁଝରଗଡ଼ ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୨୧ ବିଜେଡି: ୧୩ ବିଜେପି: ୮ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ନିକୁ ସାହୁ, ବିଜେପି ୧୬୬୩୦,   ଅର୍ଚ୍ଚନା ରାଉତ, ବିଜେଡି ୧୨୬୦୯,  ପ୍ରାଚୀବାଳା ସାହୁ, କଂଗ୍ରେସ ୪୩୫

୨ ଆନନ୍ଦପୁର ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୬ ବିଜେଡି: ୧୨ ବିଜେପି: ୪ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ରଜନୀରାଣୀ ଖଟୁଆ, ବିଜେଡି ୧୧୫୦୪,   ଜ୍ୟୋତିର୍ମୟୀ ଖଟୁଆ, ବିଜେପି ୯୯୩୫,   ସବିତା ଦାସ, କଂଗ୍ରେସ ୧୫୧୦

୩ ବଡ଼ବିଲ ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୫ ବିଜେଡି: ୧୨ ବିଜେପି: ୩ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ଲକ୍ଷ୍ମଣ ମହାନ୍ତ, ବିଜେଡି ୧୭୦୦୭,   ଦିଲୀପ ମିଶ୍ର, ବିଜେପି ୮୪୦୨,   ବିଜୟ ସ୍ବାଇଁ, କଂଗ୍ରେସ ୭୧୭

୪ ଯୋଡ଼ା ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୪ ବିଜେଡି: ୭ ବିଜେପି: ୪ କଂଗ୍ରେସ: ୦ ଅନ୍ୟାନ୍ୟ: ୩)
ଡା.ଜଗଦୀଶ ପ୍ରସାଦ ସାହୁ,  ବିଜେଡି ‌୮୪୧୬,   ରବୀନ୍ଦ୍ର କୁମାର ଦାସ, ସ୍ବାଧୀନ ୭୯୫୪,  ସୁଶାନ୍ତ କୁମାର ବେବର୍ତ୍ତା, ବିଜେପି ୧୯୮୭

୫ ଚମ୍ପୁଆ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୩ ବିଜେଡି: ୧୩ ବିଜେପି: ୦ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ଗିରିଜା ଶଙ୍କର ସାହୁ,  ବିଜେଡି ୬୦୩୯,   ବିଦ୍ୟାଧର ମହାନ୍ତ, ସ୍ବାଧୀନ ୨୬୮୦,   ରାଜେଶ ଆଚାର୍ଯ୍ୟ, ବିଜେପି ୪୨୧

ସମ୍ବନ୍ଧିତ ଖବର