ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ଖୋର୍ଦ୍ଧା ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ‌ଖୋର୍ଦ୍ଧା ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୨୨, ବିଜେଡି: ୧୩, ବିଜେପି: ୪, କଂଗ୍ରେସ: ୦, ଅନ୍ୟାନ୍ୟ: ୫)
କନକଲକ୍ଷ୍ମୀ ମହାନ୍ତି, ବିଜେଡି ୧୧୪୨୫,   କୁନିଲତା ସ୍ବାଇଁ, ବିଜେପି ୧୦୫୭୩,   ବିନୋଦିନୀ ମହାପାତ୍ର, କଂଗ୍ରେସ ୨୯୫୩

୨ ବାଲୁଗାଁ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୧, ବିଜେଡି: ୬, ବିଜେପି: ୫, କଂଗ୍ରେସ: ୦, ଅନ୍ୟାନ୍ୟ: ୦)
ସୁକାନ୍ତି ପାଇକରାୟ, ବିଜେଡି ୪୭୧୦,   ସ୍ବପ୍ନା ବଡ଼ଜେନା, ବିଜେପି ୪୩୮୭,   ଲକ୍ଷ୍ମୀପ୍ରିୟା ଗୁମାନସିଂହ, ସ୍ବାଧୀନ ୧୧୦

୩ ବାଣପୁର ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୫, ବିଜେଡି: ୧୦, ବିଜେପି: ୫, କଂଗ୍ରେସ: ୦, ଅନ୍ୟାନ୍ୟ: ୦)
ମିଟୁ ନାୟକ, ବିଜେଡି ୪୮୬୯,   ନନ୍ଦକି‌େଶାର ମିଶ୍ର, ବିଜେପି ୪୪୨୨,  ବିଜୟ ରଥ, କଂଗ୍ରେସ ୯୪

୪ ଜଟଣୀ ପୌରପାଳିକା (ମୋଟ ୱାର୍ଡ଼ ସଂଖ୍ୟା: ୨୩, ବିଜେଡ଼ି : ୧୨, ବିଜେପି : ୧, କଂଗ୍ରେସ : ୫, ଅନ୍ୟାନ୍ୟ : ୫)
ଅନନ୍ତ ବେ‌େହରା, ବିଜେଡ଼ି ୧୨୬୭୯,   ସବିତା ବେହେରା, କଂଗ୍ରେସ ୭୪୭୧,  ପ୍ରଶାନ୍ତ ବେହେରା, ବିଜେପି ୪୧୯୯

ସମ୍ବନ୍ଧିତ ଖବର