ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ମୟୂରଭଞ୍ଜ ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ବାରିପଦା ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୨୮ ବିଜେଡି: ୨୨ ବିଜେପି: ୩ କଂଗ୍ରେସ: ୦ ସ୍ବା‌ଧୀନ: ୩)
କୃଷ୍ଣାନନ୍ଦ ମହାନ୍ତି, ବିଜେଡି ୨୨୨୯୭, କବି ବିଷ୍ଣୁ ଶତପଥୀ, ବିଜେପି ୧୨୬୮୮, ଯୋଗେଶ ଅଗ୍ରୱାଲ, କଂଗ୍ରେସ ୧୨୦୬୧

୨ ରାଇରଙ୍ଗପୁର ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୧୫ ବିଜେଡି:୧୧ ବିଜେପି: ୪ କଂଗ୍ରେସ: ୦)
ଅଭିଷେକ ପଟ୍ଟନାୟକ, ବିଜେଡି ୭୦୨୫,  ନବୀନ କୁମାର ରାମ, ବିଜେପି ୫୮୭୭,  ଭଜହରି ମହାନ୍ତ କଂଗ୍ରେସ ୨୧୫

୩ ଉଦଳା ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୨ ବିଜେଡି:୬ ବିଜେପି: ୫ କଂଗ୍ରେସ: ୦ ସ୍ବା‌ଧୀନ:.୧)
ପ୍ରମିଳା ପଣ୍ଡା, ବିଜେପି ୩୯୮୩,  ରଂଜିତା ବାନାର୍ଜୀ,  ବିଜେଡି ୩୧୧୭,  ଅନିତା ଦାସ,  ଜେଏମ୍‌ଏମ୍ ୨୫୦

୪ କରଂଜିଆ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୫ ବିଜେଡି:୧୨ ବିଜେପି: ୩ କଂଗ୍ରେସ: ୦)
ପପି ପୃଷ୍ଟି, ବିଜେଡି ୪୯୬୧,  ଜ୍ୟୋତ୍ସ୍ନାରାଣୀ ମହାନ୍ତ, ବିଜେପି ୪୦୧୬,  ଶେଫାଳିକା ସାହୁ, କଂଗ୍ରେସ ୨୫୮୭

ସମ୍ବନ୍ଧିତ ଖବର