ବିଜୟୀ ପ୍ରାର୍ଥୀ ଦଳ ଭୋଟ ନିକଟତମ ପ୍ରତିଦ୍ବନ୍ଦ୍ବୀ ଦଳ ଭୋଟ ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ ଦଳ ଭୋଟ
୧ ନବରଙ୍ଗପୁର ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୧୭ ବିଜେଡି: ୯ ବିଜେପି: ୬ କଂଗ୍ରେସ: ୦ ଅନ୍ୟାନ୍ୟ: ୨)
କୁନୁ ନାୟକ, ବିଜେପି ୮୯୪୪, ଭୀମ ହରୀଜନ, ବିଜେଡି ୬୯୪୪, ନିଲମ ହରିଜନ, କଂଗ୍ରେସ ୮୨୯
୨ ଉମରକୋଟ ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୧୪ ବିଜେଡି: ୧୧ ବିଜେପି: ୧ କଂଗ୍ରେସ:୨ ଅନ୍ୟାନ୍ୟ: ୦)
ରାଧା ଭତ୍ରା, ବିଜେଡି ୮୬୬୯, ରିଙ୍କି ଗଣ୍ଡ, ବିଜେପି ୫୦୯୯, ଦମୟନ୍ତୀ ଦିଶାରୀ, କଂଗ୍ରେସ ୨୪୭୫