ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ନୟାଗଡ଼ ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ‌ନୟାଗଡ଼ ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୧୬, ବିଜେଡି: ୧୬, ବିଜେପି: ୦, କଂଗ୍ରେସ: ୦, ଅନ୍ୟାନ୍ୟ: ୦)
ନିରୁପମା ଖ‌େଟଇ, ବିଜେଡି ୮୭୪୦,   ତନୁଶ୍ରୀ ସାମଲ, ବିଜେପି ୨୨୭୭,  ସ୍ବାଗତିକା ନାୟକ, କଂଗ୍ରେସ ୧୯୭

୨ ଖଣ୍ଡପଡ଼ା ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୩, ବିଜେଡି: ୮, ବିଜେପି: ୧, କଂଗ୍ରେସ: ୦, ଅନ୍ୟାନ୍ୟ: ୪)
ଆରତି ପ୍ରଧାନ, ସ୍ବାଧୀନ ୨୫୧୯,   କଲ୍ୟାଣୀ ଆଚାର୍ଯ୍ୟ, ବିଜେଡି ୧୭୩୮,   —- —- —-

୩ ରଣପୁର ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୫, ବିଜେଡି: ୧୧, ବିଜେପି: ୨, କଂଗ୍ରେସ: ୦, ଅନ୍ୟାନ୍ୟ: ୨)
ରଙ୍ଗୀନ ମହାନ୍ତି,  ବିଜେଡି ୪୨୧୫,   ମଧୁସ୍ମିତା ପ୍ରହରାଜ, ସ୍ବାଧୀନ ୩୮୯୨,    —- —- —-

୪ ଦଶପଲ୍ଲା ଏନ୍‌ଏସି (ମୋଟ ୱାର୍ଡ଼ ସଂଖ୍ୟା: ୧୬, ବିଜେଡ଼ି : ୭, ବିଜେପି : ୧, କଂଗ୍ରେସ : ୦, ଅନ୍ୟାନ୍ୟ : ୮)
ପୁନମ୍‌ ପ୍ରିୟଦର୍ଶିନୀ, ସ୍ବାଧୀନ ୫୬୧୪,   ରାନୀ ବେହେରା, ବିଜେଡି ୫୨୨୧,  ସୋନାଲି ଦଳେଇ, ବିଜେପି ୫୨୧

ସମ୍ବନ୍ଧିତ ଖବର