ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ନୂଆପଡ଼ା ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ନୂଆପଡ଼ା ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୪ ବିଜେଡି: ୮ ବିଜେପି: ୧ କଂଗ୍ରେସ: ୧ ଅନ୍ୟାନ୍ୟ: ୪ )
ମହମ୍ମଦ ଆଦମ, ସ୍ବାଧୀନ ୩୬୧୬,    ଅଭିନନ୍ଦନ ପଣ୍ଡା, ବିଜେପି ୨୩୪୯,   କ୍ଷୀତିଶ ଅ‌‌ଶୋକ‌ ବୋଧଙ୍କର, ବିଜେଡି ୨୦୧୧

୨ ଖରିଆର୍‌ ରୋଡ୍‌ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୯ ବିଜେଡି: ୧୦ ବିଜେପି: ୮ କଂଗ୍ରେସ: ୦ ଅନ୍ୟାନ୍ୟ: ୧ )
ସୋନିଆ ଜୈନ, ବିଜେପି ୫୮୨୫,   ସୁନିତା ଜୈନ, ବିଜେଡି ୪୯୪୨,   ପୂର୍ଣ୍ଣମାସୀ କଠାର, କଂଗ୍ରେସ ୮୮୩

୩ ଖଡ଼ିଆଳ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା:୧୩ ବିଜେଡି: ୫ ବିଜେପି: ୨ କଂଗ୍ରେସ: ୬ ଅନ୍ୟାନ୍ୟ: ୦ )
ଉଜ୍ବଳ ଗୁପ୍ତା, କଂଗ୍ରେସ ୩୯୦୦,   ଶ୍ରୀକାନ୍ତ ଚଟର୍ଜୀ, ସ୍ବାଧୀନ ୨୦୪୪,   ମୂଳଚନ୍ଦ ସିଙ୍ଘଲ, ବିଜେଡି ୧୮୫୭

ସମ୍ବନ୍ଧିତ ଖବର