ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ପୁରୀ ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ନିମାପଡ଼ା ଏନ୍‌ଏସି(ମୋଟ ୱାର୍ଡ ସଂଖ୍ୟା: ୧୧, ବିଜେଡି: ୭, ବିଜେପି: ୩, କଂଗ୍ରେସ: ୦, ଅନ୍ୟାନ୍ୟ: ୧
ସସ୍ମିତା ସାହୁ, ବିଜେଡି ୫୬୭୪,   ବିଲୁପ୍ତା ପ୍ରିୟଦର୍ଶିନୀ ମହାନ୍ତି, ବିଜେପି ୫୫୯୯,   ରୀତାରାଣୀ ବସ୍ତିଆ, କଂଗ୍ରେସ ୧୧୬

୨ କୋଣାର୍କ ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୩, ବିଜେଡି: ୭, ବିଜେପି: ୨, କଂଗ୍ରେସ: ୩, ଅନ୍ୟାନ୍ୟ: ୧)
ସଞ୍ଜୁକ୍ତା ତ୍ରିପାଠୀ, ବିଜେଡି ୩୩୪୫,   ଚନ୍ଦ୍ରିକା ରାଉତରାୟ, ବିଜେପି ୨୪୮୬,   ରୁପାଲୀନ ସ୍ବାଇଁ, କଂଗ୍ରେସ ୨୪୨୭

୩ ପିପିଲି ଏନ୍‌ଏସି (ମୋଟ ୱାର୍ଡ ସଂଖ୍ୟା: ୧୬, ବିଜେଡି: ୧୩, ବିଜେପି: ୨, କଂଗ୍ରେସ: ୦, ଅନ୍ୟାନ୍ୟ: ୧)
ସେକ୍‌ ବାବୁ, ବିଜେଡି ୫୬୪୯,    ସୁକାନ୍ତ ଭଟ୍ଟ, ବିଜେପି ୩୫୪୫,   ଗୁଣନିଧି ପ୍ରଧାନ, କଂଗ୍ରେସ ୧୪୬୨

ସମ୍ବନ୍ଧିତ ଖବର