ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ରାୟଗଡ଼ା ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ରାୟଗଡ଼ା ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୨୪ ବିଜେଡି: ୨୧ ବିଜେପି: ୨ କଂଗ୍ରେସ:୧ ଅନ୍ୟାନ୍ୟ: ୦)
ପି. ମହେଶ ପଟ୍ଟନାୟକ, ବିଜେଡି ୧୪୪୪୫,   ପଦ୍ମନାଭ ଦାଶ, ବିଜେପି ୮୨୦୨,   ଆପଲସ୍ବାମୀ କାଡ୍ରାକ, କଂଗ୍ରେସ ୭୪୮୮

୨ ଗୁଣପୁର ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା:୧୯ ବିଜେଡି: ୮ ବିଜେପି: କଂଗ୍ରେସ: ୦ ଅନ୍ୟାନ୍ୟ: ୧୧)
ମମତା ଗୌଡ଼, ସ୍ବାଧୀନ ୯୫୩୬,   ସଂଯୁକ୍ତା ସାହୁ, ବିଜେଡି ୫୧୩୮,  ୱାଇ.ଅନ୍ନପୂର୍ଣ୍ଣା, ବିଜେପି ୭୭୭

୩ ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିଷଦ (ମୋଟ ୱାର୍ଡ ସଂଖ୍ୟା: ୧୧ ବିଜେଡି:୧୧ ବିଜେପି:୦ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ଶର୍ମିତା ଶବର, ବିଜେଡି ୨୦୪୪,   ଅଞ୍ଜଳି ଶବର, ବିଜେପି ୧୪୫୫,   ନିରୁପମା ଶବର, କଂଗ୍ରେସ ୨୧୯

ସମ୍ବନ୍ଧିତ ଖବର