ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ମାଲକାନଗିରି ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ

୧ ମାଲକାନଗିରି ପୌରପାଳିକା (ମୋଟ ୱାର୍ଡ ସଂଖ୍ୟା: ୧୯ ବିଜେଡି: ୧୪ ବିଜେପି: ୦୦ କଂଗ୍ରେସ: ୫ ଅନ୍ୟାନ୍ୟ: ୦)
ମନୋଜ କୁମାର ବାରିକ, ବିଜେଡି ୭୩୮୭,   ଜି.ଶ୍ରୀନିବାସ ରାଓ, କଂଗ୍ରେସ ୬୨୧୧,   ଶ୍ୟାମଲ ସୁନାନୀ ବିଜେପି ୧୭୫୧

୨ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ (ମୋଟ ୱାର୍ଡ ସଂଖ୍ୟା: ୧୨ ବିଜେଡି: ୮ ବିଜେପି:୪ କଂଗ୍ରେସ: ୦ ଅନ୍ୟାନ୍ୟ: ୦)
ପ୍ରଦୀପ କୁମାର ନାୟକ, ବିଜେପି ୨୭୮୧,   ଜି.ସଂଜୀବ ଦୋରା, ବିଜେଡି ୨୩୯୩,   କପିଳା ପ୍ରଧାନ, କଂଗ୍ରେସ ୭୭୭

ସମ୍ବନ୍ଧିତ ଖବର