ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବୁଧବାର ଜାମିନ ମିଳିଛି। ଭୁବନେଶ୍ୱର ସେସନ ଜଜଙ୍କ କୋର୍ଟରୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜାମିନ୍‌ ମିଳିଛି। ଜମି ଜାଲିଆତି, ଚେକ୍‌ ବାଉନ୍ସ ଘଟଣାରେ କୃଷ୍ଣଚନ୍ଦ୍ର ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର